Day: November 2, 2019

କୋରାପୁଟ ଓ ମାଲକାନଗିରିରେ ଡିଜିପିଙ୍କ ସମୀକ୍ଷା :ଜୟପୁରରେ ଖୋଲିବ ସାଇବର ଥାନା

କୋରାପୁଟ,(ବି.ବି.ବୁ୍ୟଜ୍): ପୁଲିସ ମହାନିଦେ୍ର୍ଧଶକ(ଡିଜି) ଡ. ବି.କେ.ଶର୍ମା ଆଜି କୋରାପୁଟ ଓ ମାଲାକାନଗିରି ଜିଲ୍ଲା ଗସ୍ତରେ ଆସି ଆଇନଶୃଙ୍ଖଳା ଓ ମାଓବାଦୀ…

ବୈଜ୍ଞାନିକଙ୍କ ହୃଦୟ ଜିତିଲେ ବ୍ୟାଗ୍ ବିକାଳିଙ୍କ ପୁଅ:‘ନାସା’ ଯିବେ ଅନୁଗୁଳର ଶୁଭ୍ରାଂଶୁ

ଅନୁଗୁଳ,(ବି.ବି.ନୁ୍ୟଜ୍): ଇଚ୍ଛା ଥିଲେ ଉପାୟ ବଳେ ଆସେ, ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନେ ।…

ଜିଲ୍ଲାପରିଷଦ ଉପନିର୍ବାଚନ :ଶେଷ ଦିନରେ ୭ ପ୍ରାର୍ଥୀପତ୍ର ଦାଖଲ

କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଶନିବାର ଶେଷ ଦିବସରେ ୭ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଏଥିରେ…