Day: November 3, 2019

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣା:ଅଭିଯୁକ୍ତର ଗିରଫ ଦାବିରେ ବିଜେଡିର ସ୍ମାରକପତ୍ର

କଟକ,(ବି.ବି.ବୁ୍ୟରୋ): ଆନନ୍ଦ ଭବନ ଭିତରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣାରେ ବିଜେଡି ପକ୍ଷରୁ କାର୍ଯ୍ୟାନୁÂାନ ଦାବି ଜୋର ଧରିଛି ।…

ଟାଙ୍ଗୀରେ ହାତୀ ଉପଦ୍ରବ:ଫସଲ ଖାଇଲେ, ଦଳିମନ୍ଥି ନଷ୍ଟ କଲେ

ଟାଙ୍ଗୀ,(ବି.ବି.ନୁ୍ୟଜ୍): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ଶାଳଗାଁ ଓ କହ୍ଲେଇପୁର ପଞ୍ଚାୟତରେ ହାତୀ ଉପଦ୍ରବ ଚଳାଇଛନ୍ତି । ଧାନ କ୍ଷେତରେ ପଶି…

ଟ୍ରାଫିକ୍ ନିୟନ୍ତ୍ରଣରେ ପୁଲିସ ବିଫଳ, ୨ ଘଣ୍ଟା ଅଟକି ରହିଲା ଆମ୍ବୁଲାନ୍ସ

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର କାଳୀପୂଜା ମେଳାକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଥିବାର ନଗ୍ନ ନମୁନା ରବିବାର ଦେଖିବାକୁ ମିଳିଛି ।…

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ଶିଶୁର ମୃତୁ୍ୟ

ମାଲକାନଗିରି,(ବି.ବି.ନୁ୍ୟଜ୍): ଠିକ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଜଣେ ଶିଶୁର ମୃତୁ୍ୟ ଘଟିଛି । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଏଜୁକେଶନ…

୯ଟି ଶ୍ରେଣୀ ଗୃହରୁ ୫ ଭଙ୍ଗା:ବିପଦରେ ଛାତ୍ରଛାତ୍ରୀ, ପ୍ରଶାସନ ନିଘାନାହିଁ

ବାସୁଦେବପୁର,(ବି.ବି.ନୁ୍ୟଜ୍): ବାସୁଦେବପୁର ମୁ୍ୟନିସିପାଲିଟି ୧୦ ନମ୍ବର ୱାର୍ଡର ସରକାରୀ ବାଲିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ…