◀ଅନ୍ୟାନ୍ୟ▶

ଗୋନ୍ଦୱାନା: ଆଦାନି ଗ୍ରୁପ୍ ଦ୍ୱାରା ୨ ଭିନ୍ନ ସଂସ୍କୃତିର ମିଳନ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ବ୍ୟବସାୟ ପ୍ରତିÂାନ ଆଦାନି ଗ୍ରୁପ୍ ‘ଗୋନ୍ଦୱାନା’ ଜରିଆରେ କଳା ଦ୍ୱାରା ପ୍ରେରିତ ଦୁଇଟି ଦେଶର ଐତିହାସିକ…

ଭଦ୍ରକରେ ପ୍ରଳୟ ରଚିଲା ବୁଲ୍ବୁଲ୍:ଶୋଇଗଲା ଦେଢ ଲକ୍ଷ ହେକ୍ଟର ଧାନ ଫସଲ

ଭଦ୍ରକ,(ବି.ବି.ନୁ୍ୟଜ୍): ଫାଇଲିନ, ହୁଡହୁଡ଼, ଫୋନିକୁ ବଳିଗଲା ବାତ୍ୟା ବୁଲବୁଲ । ସ୍ଥଳ ଭାଗ ସିନା ଛୁଇଁଲାନି । କିନ୍ତୁ ଭଦ୍ରକ…

ସମ୍ଭାବ୍ୟ ବାତ୍ୟାକୁ ‘ବୁଲବୁଲ’କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟାକୁ ‘ବୁଲବୁଲ’କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟାର…

୫ -ଟି ସଚିବ ପାଣ୍ଡିଆନ ବଲାଙ୍ଗୀର ମେଡିକାଲରେ ପରିମଳ ବ୍ୟବସ୍ଥା ନେଇ ଅସନ୍ତୁଷ୍ଟ

ବଲାଙ୍ଗୀର:ରାଜ୍ୟ ସରକାରଙ୍କ ୫ -ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ବଲାଙ୍ଗୀର ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ…

ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ରାଜଧାନୀରେ ଗୁଳି ମାଡ: ପୁଅ ମୃତ, ବାପ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ବାହାଦୂରପୁର ଅଞ୍ଚଳରେ ଅପରାଧୀଙ୍କ ଗୁଳିମାଡରେ ପୁଅ ମୃତ ବାପ ଗୁରୁତର । ଦୁର୍ବୃତ୍ତଙ୍କ ଗୁଳି…

ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା ଉଦ୍ୟମ : ଯୁବକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର : ଭୁବନେଶ୍ବର ପାସପୋର୍ଟ ଅଫିସ ଆଗରେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି…