◀ଟ୍ୟୁଇନ୍ ସିଟ▶

ଅଯୋଧ୍ୟା ରାୟ ନେଇ ବିଭ୍ରାନ୍ତିକର ମନ୍ତବ୍ୟ:ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ବନ୍ଧା ହେବେ: ଡିଜିପି

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମ୍ କୋର୍ଟ ପକ୍ଷରୁ ଅଯୋଧ୍ୟା ରାୟ ପ୍ରକାଶ ପରେ ଦେଶର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ଉଦ୍ଘାଟିତ

ଚନ୍ଦ୍ରଶେଖରପୁର,(ବି.ବି.ବୁ୍ୟରୋ): ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ଆରସିଏମ୍ କଲେଜ ସଭାକକ୍ଷରେ ଅନୁÂିତ ହୋଇଯାଇଛି ।…

କେନ୍ଦ୍ରୀୟ ପାଣ୍ଠି ଓ ‘ ୫-ଟି’ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:ମିଳିଛି ସାଢେ଼ ୭ ହଜାର କୋଟି, ଗଡୁଛି ୬ ହଜାର କୋଟି

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାକୁ ନଭେମ୍ବର ୭ ସୁଦ୍ଧା ୭,୫୪୪ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ମିଳିଛି । ଏହାବାଦ୍ କେନ୍ଦ ଉପରେ…

ନବୀନଙ୍କ ଅପିଲ୍:ଅଯୋଧ୍ୟା ରାୟକୁ ସମ୍ମାନ ଦିଅନ୍ତୁ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ସମସ୍ତେ ଗ୍ରହଣ କରିବା ସହ ସମ୍ମାନ ଜଣାନ୍ତୁ । ପରସ୍ପର ଭିତରେ ଶାନ୍ତି ଓ…

ଅଯୋଧ୍ୟା ରାୟକୁ ସ୍ୱାଗତ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଏହା କୌଣସି ସଂପ୍ରଦାୟର ବିଜୟ ନୁହେଁ…

ପଳେଇଲା ‘ବୁଲ୍ବୁଲ୍’:୬ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଳାଇଲା ‘ବୁଲ୍ବୁଲ୍’ । ଓଡ଼ିଶା ଉପକୂଳରେ ଘଷି ହୋଇ ଯିବାବେଳେ ୬ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି ।…

ସୁପି୍ରମକୋର୍ଟଙ୍କ ଐତିହାସିକ ରାୟ:ରାମ ଜନ୍ମଭୂମିରେ ରାମମନ୍ଦିର

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷ ତଳର ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ…

‘ବୁଲ୍‌ବୁଲ୍’ର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଏନ୍‌ଡିଆରଏଫର ୨୫ଜଣିଆ ଟିମ୍ ସଜାଗ

କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନଡିଆରଏଫର…