◀ଦେଶବିଦେଶ▶

ଅଯୋଧ୍ୟା ମାମଲାରେ ଓଓ୍ବେସିଙ୍କ ପ୍ରତିକ୍ରିୟା: କହିଲେ- ଆମକୁ ଦାନରେ ଦରକାର ନାହିଁ ଜମି

ହାଇଦ୍ରାବାଦ: ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଏଆଇଏମ୍‌ଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ପ୍ରଶ୍ନ ଉଠାଇଛନ୍ତି। ଓଓ୍ବେସୀ…

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ବିଚଳିତ

ନୂଆଦିଲ୍ଲୀ: ଶନିବାର ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ ପାକିସ୍ତାନ ପୁଣିଥରେ ହୋଇଛି ବିଚଳିତ। ରେଡିଓ ପାକିସ୍ତାନରେ…

ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ରାଜ୍ୟର ସବୁଠାରୁ ବଡ ଦଳ ବିଜେପିକୁ ସରକାର ଗଠନ କରିବାକୁ…

ଅଯୋଧ୍ୟା ରାୟ ଉପରେ ପୁନଃବିଚାର ଆବେଦନ କରିବନି ସୁନ୍ନି ଓ୍ବାକଫ୍ ବୋର୍ଡ

ଲ​କ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ବାଗତ କରିଛନ୍ତି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ…

ପ୍ରତାପ ଜେନାଙ୍କୁ ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର…

ସୁପି୍ରମକୋର୍ଟଙ୍କ ଐତିହାସିକ ରାୟ:ରାମ ଜନ୍ମଭୂମିରେ ରାମମନ୍ଦିର

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷ ତଳର ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ…

ଅଫିସ୍‌ ଭିତରେ ମହିଳା ତହସିଲ୍‌ଦାରଙ୍କୁ ଜୀବନ୍ତ ଜାଳି ଦେଲା ଯୁବକ, ଏହାଥିଲା କାରଣ

ହାଇଦ୍ରାବାଦ : ଏକ ଅଭାବନୀୟ ଘଟଣା । ଅଫିସ୍‌ ଭିତରେ ମହିଳା ତହସିଲ୍‌ଦାରଙ୍କୁ ଜଣେ ଯୁବକ ପେଟ୍ରୋଲ ପକାଇ ଜାଳି…