◀ରାଜନୀତି▶

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ବିଚଳିତ

ନୂଆଦିଲ୍ଲୀ: ଶନିବାର ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ ପାକିସ୍ତାନ ପୁଣିଥରେ ହୋଇଛି ବିଚଳିତ। ରେଡିଓ ପାକିସ୍ତାନରେ…

ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ରାଜ୍ୟର ସବୁଠାରୁ ବଡ ଦଳ ବିଜେପିକୁ ସରକାର ଗଠନ କରିବାକୁ…

ପ୍ରତାପ ଜେନାଙ୍କୁ ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର…

କେନ୍ଦ୍ରୀୟ ପାଣ୍ଠି ଓ ‘ ୫-ଟି’ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:ମିଳିଛି ସାଢେ଼ ୭ ହଜାର କୋଟି, ଗଡୁଛି ୬ ହଜାର କୋଟି

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାକୁ ନଭେମ୍ବର ୭ ସୁଦ୍ଧା ୭,୫୪୪ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ମିଳିଛି । ଏହାବାଦ୍ କେନ୍ଦ ଉପରେ…

ନବୀନଙ୍କ ଅପିଲ୍:ଅଯୋଧ୍ୟା ରାୟକୁ ସମ୍ମାନ ଦିଅନ୍ତୁ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ସମସ୍ତେ ଗ୍ରହଣ କରିବା ସହ ସମ୍ମାନ ଜଣାନ୍ତୁ । ପରସ୍ପର ଭିତରେ ଶାନ୍ତି ଓ…

ବାଲିଯାତ୍ରାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପାରାଦୀପ,(ବି.ବି.ନୁ୍ୟଜ୍): କଳିଙ୍ଗ ବାଲିଯାତ୍ରାକୁ ନେଇ ଆଜି ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ । ପାରାଦୀପ ପୌରପାଳିକା ସାମ୍ନା ଆଜି ରଣକ୍ଷେତ୍ର ପାଲଟିଥିଲା…

ଆନ୍ତର୍ଜାତିକ ବଜାରରେ ଓଡ଼ିଆ ପିଲା ହେବେ ପ୍ରଥମ ପସନ୍ଦ: ନବୀନ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ବୈଷୟିକ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରାଯିବ । ସେହିଭଳି ଆଇଟିଆଇ ପିଲାମାନଙ୍କୁ ତାଲିମ ଦେଇ ତାଙ୍କୁ ପ୍ରତିଯୋଗିତାମୂଳକ…

ବିଧାନସଭାର ସ୍ୱତନ୍ତ୍ର କମିଟି ବୈଠକ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସ୍ୱତନ୍ତ୍ର କମିଟିର ବୈଠକ ଅନୁÂିତ ହୋଇଯାଇଛି । ବିଧାନସଭାସ୍ଥିତ ବାଚସ୍ପତିଙ୍କ…

ନବୀନଙ୍କ ‘ଅପରେସନ କ୍ଲିନ୍’:୬ ଅଧିକାରୀ ଚାକିରିରୁ ବିଦା, ୫ ଜଣଙ୍କ ପେନସନ ବନ୍ଦ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୌଣସି ପରିସ୍ଥିତିରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବନି । ଦୁର୍ନୀତି ଅଭିଯୋଗ ଆସିଲେ ଏବଂ ତଦନ୍ତରେ ସତ…