◀ସ୍ୱାସ୍ଥ୍ୟ▶

ଆପୋଲୋରେ ଖୋଲିବ ଫଙ୍କସନାଲ ନୁ୍ୟରୋ ସର୍ଜରୀ ବିଭାଗ

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆପୋଲୋ ହସ୍ପିଟାଲରେ ଖୋଲିବ ଫଙ୍କସନାଲ ନୁ୍ୟରୋ ସର୍ଜରୀ କ୍ଲିନିକ୍ । ଅପସ୍ମାର (ଏପିଲେପ୍ସି), ପାର୍କିନ୍ସନ ଓ ମାଇଗ୍ରାଣ୍ଟ…

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଭି.କେ. ପାଣ୍ଡିଆନ୍

ସମ୍ବଲପୁର,(ବି.ବି.ନୁ୍ୟଜ୍): ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦିଆଯାଉଛି କି ନାହିଁ? ଡାକ୍ତର ଓ କର୍ମଚାରୀ ରୋଗୀଙ୍କ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭଦ୍ରକ,(ବି.ବି.ନୁ୍ୟଜ୍): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ…

ଆଖି ଦେଖାଇବାକୁ ଯାଇଥିବା ନାବାଳିକାଙ୍କୁ କାନ ଡ୍ରପ ପକାଇବାକୁ ଲେଖିଥିଲେ ଡାକ୍ତର: ଏବେ ଆଖି ନଷ୍ଟ ହେବା ଉପରେ ମାନବାଧିକାର କମିଶନ ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତରଙ୍କ ଭୁଲ୍‌ ଟ୍ରିଟ୍‌ମେଣ୍ଟ ପାଇଁ ଆଖି ହରାଇବାକୁ ପଡ଼ିଥିବା ନୟାଗଡ଼ର ନାବାଳିକାଙ୍କ ପରିବାର ଏବେ ନ୍ୟାୟ ପାଇଁ ମାନବାଧିକାର…

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଦେବଗଡ ଜିଲ୍ଲା ଗସ୍ତ, ପରିଦର୍ଶନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଦେବଗଡ : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି। ଅର୍ଥ ସଚିବ ଅଶୋକ…

୨୦୩୦ ସୁଦ୍ଧା ଓଡ଼ିଶାରେ ବାଲ୍ୟବିବାହକୁ ଶୂନ ପ୍ରତିଶତକୁ ଆଣିବା ଲକ୍ଷ୍ୟ

ଭୁବନେଶ୍ୱର, (ବି.ବି.ବୁ୍ୟରୋ):ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବାଲ୍ୟବିବାହ ଏକ ମୁଖ୍ୟ ପରିବନ୍ଧକ । ଯଦିଓ ବାଲ୍ୟବିବାହ ବହୁ ପରିମାଣରେ ହ୍ରାସ ପାଇଛି…

ଏସ୍ସିବି ଉପରେ ରାଜ୍ୟବାସୀଙ୍କର ଭରସା ଅଛି:ମନ୍ତ୍ରୀ

କଟକ, (ବି.ବି.ବୁ୍ୟରୋ): ସମାଜରେ ଡାକ୍ତରୀ ସେବାର ସ୍ୱତନ୍ତ୍ରତା ରହିଛି । ଡାକ୍ତରମାନଙ୍କର ପ୍ରତ୍ୟକ୍ଷ ସେବାରେ ରୋଗୀ ତଥା ବିଭିନ୍ନ ବ୍ୟକ୍ତିବିଶେଷ…