ଗୁଣିଗାରେଡି ସନ୍ଦେହ, ୨ଜଣଙ୍କୁ ମାରି ମାରି ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ

Get real time updates directly on you device, subscribe now.

ଖଲ୍ଲିକୋଟ: ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ମାଡ଼ । ନିସ୍ତୁକ ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଗଡ଼ହୁମା ଗାଁରେ ଘଟିଛି ଘଟଣା ।ଖବର ଅନୁଯାୟୀ, ଶନିବାର ରାତିରେ ଦେବୀ ମନ୍ଦିରରେ ତାନ୍ତ୍ରିକ ପୂଜା ପାଠ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ନେଇଛନ୍ତି କ୍ଷ ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ମହିଳା ମଞ୍ଜୁଳା ଦାସ । ତେବେ ଗାଁରେ ଉତେଜନା ଜାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons