BJD ରେ ସାମିଲ ହେଲେ ଯାଜପୁର BJP ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ ସଦସ୍ୟ ଓ ଶତାଧିକ କର୍ମୀ

Get real time updates directly on you device, subscribe now.

ଶଙ୍ଖ ଭବନରେ Biju Janata Dal ରେ ସାମିଲ ହେଲେ ଯାଜପୁର BJPର ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀଙ୍କ ସମେତ ଶତାଧିକ କର୍ମୀ |
BJDରେ ସାମିଲ ହେଲେ ଯାଜପୁର BJP ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ ସଦସ୍ୟ

BJDରେ ସାମିଲ ହେଲେ ଯାଜପୁର BJP ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ ସଦସ୍ୟ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ BJDରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବର ଅଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଦୁଇ ନେତା ଏହା ସହ ଯାଜପୁର ବିଧାୟକଙ୍କ ବିକାଶମୂଳକ କାମ ମଧ୍ଯ ଅନୁପ୍ରାଣିତ କରିଛି ବୋଲି କହୁଛନ୍ତି l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons