ଶ୍ରୀମନ୍ଦିର ରକ୍ଷଣାଦେକ୍ଷଣ :କୁରୁମ ବେଢ଼ା ଚାଳି ମରାମତି ଆରମ୍ଭ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ଭିତର ବେଢ଼ାର ସୁରକ୍ଷା ବଳୟ କୁରୁମ ବେଢ଼ାର ଚାଳି ମରାମତି ଆରମ୍ଭ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । ଶ୍ରୀମନ୍ଦିର କୁରୁମ ବେଢ଼ାର ଦକ୍ଷିଣ-ପଶ୍ଚିମ ଦିଗରୁ ଏହି ମରାମତି ନିମନ୍ତେ ଚାଳି ବନ୍ଧା ଯାଇ ମରାମତି କାମ ଆରମ୍ଭ ହୋଇଛି । କୁରୁମ ବେଢ଼ାର ଚାଳି ମରାମତି କୋଭିଡ୍ ସଂକ୍ରମଣ ପରେ ପରେ ଆରମ୍ଭ ହୋଇଥିଲା । କୌଣସି କାରଣରୁ ଏହି କାମ ଅଟକି ରହିଥିଲା । ଏବେ ପୁଣି ଥରେ ଚାଳି ମରାମତି ଓ ମଜବୁତ କରିବା କାମ ଆରମ୍ଭ ହୋଇଥିବା ନେଇ ଏଏସଆଇ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons