ହତ୍ୟା ଘଟଣାରେ ଜଣେ ଗିରଫ, ଅନ୍ୟ ଦୋଷୀଙ୍କୁ ଧରିବା ଦାବିରେ କର୍ଲାପଡ଼ା ଥାନା ଘେରାଉ କଲେ ଲୋକେ

Get real time updates directly on you device, subscribe now.

କଳାହାଣ୍ଡି: ଦୋଷୀଙ୍କୁ ଗିରଫ କରାଯିବା ଦାବିରେ କର୍ଲାପଡ଼ା ଥାନା ଘେରାଉ । ଗତ ୧୫ ତାରିଖରେ କର୍ଲାପଡ଼ା ପଣ୍ଡିଗାଁରେ ଏକ ହତ୍ୟା ହେଇଥିଲା । ଉକ୍ତ ହତ୍ୟା ଘଟଣାରେ ଦୋଷୀ ମାରାଦେବ ଟକରିଆଙ୍କୁ ଗିରଫ କରାଯାଇଛି । କିନ୍ତୁ ତାଙ୍କ ଭାଇମାନେ ବି ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଏବଂ ତାଙ୍କୁ ଗିରଫ କରାନଯିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ କର୍ଲାପଡ଼ା ଫାଣ୍ଡି ଘେରାଉ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons