ୟୁକ୍ରେନ୍ ହମଲାର ମହତ୍ ଉଦେ୍ଧଶ୍ୟ ରହିଛି: ପୁଟିନ୍

Get real time updates directly on you device, subscribe now.

ମସ୍କୋ: ରୁଷର ୟୁକ୍ରେନ୍ ଆକ୍ରମଣ ପଛରେ ମହତ୍ ଉଦେ୍ଧଶ୍ୟ ରହିଛି । ଏହି ଉଦେ୍ଧଶ୍ୟ ଯେମିତି ହେଲେ ସାଧିତ ହେବ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏଭଳି କହିଥିବା ନୁ୍ୟଜ୍ ଏଜେନ୍ସି ଟାସ୍ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।
ମଙ୍ଗଳବାର ପୂର୍ବାଞ୍ଚଳ ରୁଷରେ ଥିବା ଭୋସୋନି କସ୍ମୋଡ୍ରୋମ୍ଠାରେ ପୁଟିନ୍ ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାଶେଙ୍କୋଙ୍କ ସହ ଏକ ବୈଠକରେ ଯୋଗଦେଇଥିଲେ । ବୈଠକ ପରେ ସେ କହିଛନ୍ତି, ୟୁକ୍ରେନ୍ ଉପରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଏକ ଉତ୍ତମ ପଦକ୍ଷେପ । ଏହା ଅତ୍ୟନ୍ତ ଜରୁରି ଥିଲା । ଏହାର ଅନ୍ୟ କୌଣସି ବିକଳ୍ପ ନ ଥିଲା । ସେହିଭଳି ଡୋନ୍ବାସ୍ ଉପରେ ଯେଉଁ ସାମରିକ ଅଭିଯାନ ଜାରି ରହିଛି, ସେଥିରେ ଉକ୍ତ ଅଞ୍ଚଳର ଲୋକମାନେ ହିଁ ଉପକୃତ ହେବେ । ଏଥିସହ ରୁଷର ଦୀର୍ଘମିଆଦୀ ସୁରକ୍ଷାକୁ ଏହା ସୁନିଶ୍ଚିତ କରିବ ।
ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି, ପୂର୍ବ ୟୁକ୍ରେନ୍ରେ ରୁଷ ବ୍ୟାପକ ମାତ୍ରାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଜୋରଦାର ଆକ୍ରମଣ ହେବା ଆଶଙ୍କା କରାଯାଉଛି । ଉତ୍ତର ପଟୁ ରୁଷୀ ଯୁଦ୍ଧଯାନର ଏକ ବିର

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons