ଅଗ୍ନିଶମ ବିଭାଗରେ ଅଦଳ ବଦଳ

Get real time updates directly on you device, subscribe now.

ଭୁବନେଶ୍ୱର : ଅଗ୍ନିଶମ ବିଭାଗରେ ବିଭିନ୍ନ ଅଧିକାରୀମାନଙ୍କୁ ବଦଳି କରାଯାଇଛି । ଓଏଫ୍‌ଡିଆ୍‌ରଏ ନିର୍ଦେଶକ ମହେଶ୍ୱର ସ୍ୱାଇଁଙ୍କୁ ଅଗ୍ନିଶମ ସେବାର ନିର୍ଦେଶାଳୟର ଚିଫ୍‌ ଫାୟାର ଅଫିସର୍‌ ପଦରେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱରୁ ହଟାଯାଇଛି । ସେ କେବଳ ଓଏଫ୍‌ଡିଆ୍‌ରଏର ନିର୍ଦେଶକ ଭାବେ ସେ କାର୍ୟ୍ୟତୁଲାଇବେ ।
ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ ଏବେ ନିର୍ଦେଶଳାଳୟର ଅଗ୍ନିନିର୍ବାପକ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅଗ୍ନି ନିର୍ବାପକ ବିଭାଗର ଉପ ଫାୟାର ପ୍ରିଭେନସନ୍‌ ଓ୍ୱାଙ୍ଗର ଉପ ଅଗ୍ନିଶମ ଅଧିକାରୀ ଅରୁଣ ଷଡଙ୍ଗୀଙ୍କୁ ଭବାନୀପାଟଣା ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଭବାନୀପାଟଣା ସର୍କଲର ଅଗ୍ନିଶମ ଅଧିକାରୀ ସଲିଲ୍‌ ପ୍ରକାଶ କିଣ୍ଡୋଙ୍କୁ ଉପ ଅଗ୍ନିଶମ ଅଧିକାରୀ ଭାବେ ଫାୟାର ଫ୍ରିଭେନସନ୍‌ ଓ୍ୱିଙ୍ଗକୁ ବଦଳି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons