ଭୁବନେଶ୍ବର : ବିଜୁ ଜନତା ଦଳ ସଭାପତିଙ୍କ ନାଁ ଘୋଷଣା ହୋଇଛି । ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନନ୍ତ ଜେନା ଭୁବନେଶ୍ବର ଏବଂ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

Comments are closed, but trackbacks and pingbacks are open.