ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ଗିରଫ

Get real time updates directly on you device, subscribe now.

କଳାହାଣ୍ଡି : ଏବେ ଆଇପିଏଲ୍‌ ୧୩ତମ ସିଜିନ୍‌ ଜାରି ରହିଛି । ତେବେ ଆଇପିଏଲ୍‌ରେ ବେଟିଂ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଜୁନାଗଡ଼ ପୋଲିସ । ଆଇପିଏଲ୍‌ରେ ବେଟିଂ ଅଭିଯୋଗରେ ଜୁନାଗଡ଼ ଥାନା ପୋଲିସ ଅଜୟ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ନିକଟରୁ ୩୪୫୦ଟଙ୍କା ସହ ମୋବାଇଲ୍‌ ଫୋନ୍‌ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons