ବ୍ରହ୍ମପୁର: କରୋନା ଭୟ ସମସ୍ତଙ୍କୁ ଆନ୍ଧ୍ରପ୍ରଦେଶର ପଲାସାରୁ କେତେକ ଯୁବକ ଚାଲି ଚାଲି ବ୍ରହ୍ମପୁର ହରଡାଖଣ୍ଡି ଛକ ଦେଇ ଫୁଲବାଣୀ ଯାଉଛନ୍ତି ।
ସ୍ତାନୀୟ ଲୋକେ ସେମାନଙ୍କୁ ଅଟକାଇ ପଚରାଉଚାରା ବେଳେ ଜଣାପଡିଛି ।୧୪ ଜଣ ଯାତ୍ରୀ ଚାଲି ଚାଲି ଯାଉଥିବା କହିଛନ୍ତି । ଲକଡାଉନ୍ ସମୟରେ କୌଣସି ଗାଡି ଚଳାଚଳ କରୁନଥିବା ଯୋଗୁଁ ଚାଲି ଚାଲି ଯାଉଥିବା କହିଛନ୍ତି ।
Comments are closed, but trackbacks and pingbacks are open.