ଉକ୍ରର୍ଶ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ସମ୍ପର୍କରେ

Get real time updates directly on you device, subscribe now.

ଭୁବନେଶ୍ୱର: ଉକ୍ରର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ଏକ ନିୟମିତ ବାଣିଜି୍ୟକ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯, ଧାରା -୨୨(୧), ଲାଇସେନ୍ସ -ଏମ୍ୟୁଏମ୍ ନଂ-୧୨ ତାରିଖ ୨୫ ନଭେମ୍ବର ୨୦୧୬ମସିହାରେ ପଞ୍ଜୀକୃତ । ଉତ୍ତର ପ୍ରଦେଶ ବାରଣାସୀରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ବର୍ତ୍ତମାନ ଉକ୍ରର୍ଷ ଭାରତର ୧୪ଟି ରାଜ୍ୟ ଯଥା-ବିହାର, ଛତିଶଗଡ଼, ଚଣ୍ଡିଗଡ଼, ଦିଲ୍ଲୀ ଓ ଏନସିଆର୍. ଗୁଜୁରାଟ, ହରିୟାଣଶ, ହିମାଚଳ , ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏହା ଶାଖା ଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହି ସମ୍ମିଳନୀରେ କହିଥିଲେ ଯେ, ଉକ୍ରର୍ଷ କୋର ଇନଭେଷ୍ଟ ଲମିଟେଡ୍ (ପରବର୍ତ୍ତୀ ସମୟରେ ଉକ୍ରର୍ଷ ମାଇକ୍ରୋ ଫାଇନାନ୍ସ ଲିମିଟେଡ ନାମରେ ଜଣାଶୁଣା ) ଯାହା ଉକ୍ରର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ଦ୍ୱାରା ଉତ୍ସାହିତ ହୋଇଛି । ଉକ୍ରର୍ଷ ମାଇକ୍ରୋ ଫାଇନାନ୍ସ ଆର୍ଥିକ ତଥା ଅଣଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଏହାର କାର୍ଯ୍ୟ ୨୦୦୯ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ କରିଥିଲା । ବ୍ୟାଙ୍କିଙ୍ଗ ସମ୍ପର୍କରେ କୌଣସି ଜ୍ଞାନ ନଥିବା ଲୋକମାନଙ୍କୁ , ଯେଉଁମାନଙ୍କ ପାଖରେ ବୁଦ୍ଧି ଅଛି କିନ୍ତୁ ପୁଞ୍ଜୀର ଅଭାବ ହେତୁ କାର୍ଯ୍ୟ କରିପାରୁ ନାହାନ୍ତି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେବା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଜଏଣ୍ଟ ଲାଏମିଲିଟି ମଡେଲ (ଜେଏଲ୍ଜି) ମାଧ୍ୟମରେ ଲୋକମାନଙ୍କୁ ଋଣ ଯୋଗାଇ ଦେଉଥିବା । ପରେ ପରେ ଏହା ମାଇକ୍ରୋ ଏଣ୍ଟପ୍ରାଇଜେସ୍ ଲୋନ୍ (ଏମ୍ଇଏଲ୍. ମାଇକ୍ରୋ ପେନସନ ପ୍ରଡକ୍ଟ, ଏଫୋଡେବଲ ବା ବ୍ୟୟସାପେକ୍ଷ ଗୃହଋଣ ଆଦି ସୁବିଧା ଯୋଗାଇଦେଲା । ଗୋବିନ୍ଦ ସିଂ ଉକ୍ରର୍ଷ କୋର ଇନଭେଷ୍ଟ ଲମିଟେଡ (ପରବର୍ତ୍ତୀ ସମୟରେ ଉକ୍ରର୍ଷ ମାଇକ୍ରୋ ଫାଇନାନ୍ସ ଲିମିଟେଡ ଯାହା ଉକ୍ରର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡର ପ୍ରୋତ୍ସାହନକାରୀ ଅନୁÂାନ)ର ପ୍ରତିÂାତା । ଗୋବିନ୍ଦ ସିଂଘ ଉକ୍ରର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡର ଏମ୍ଡି ଏବଂ ସିଇଓ ଅଟନ୍ତି । ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ସେବାର ବିଭିନ୍ନ ଦିଗରେ ତାଙ୍କର ବିଶାଳ ଅନୁଭବ ରହିଛି । କ୍ୟାରିଅର ଆରମ୍ଭରେ ସେ ଆଲ୍ଲାବାଦ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପଟିଆଲା ସହିତ ଜଡଇତ ଥିଲା ବେଳେ ସେ ବ୍ୟାଙ୍କିଙ୍ଗର ବିଭିନ୍ନ ଦିଗ ବିଷୟରେ ତଥା କମର୍ଶିଆଲ ଓ ଇନଷ୍ଟିଚୁସନାଲ ବିଭାଗର ଲାଇବେଲଲିଟିସ୍ ଓ ଆସେଟ୍ ବିଷଦ୍ ଅଭିଜ୍ଞ ଲାଭ କରିଥିଲେ । ଶ୍ରୀଯୁକ୍ତ ଗୋବିନ୍ଦ ସିଂ ଭାରତୀୟ ବ୍ୟାଙ୍କିଙ୍ଗ ଅନୁÂାନର ପ୍ରମାଣିତ ଆସୋସିଏଟ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକଲାଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons