ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଶୋକ

Get real time updates directly on you device, subscribe now.

ସୁଷମା ସ୍ୱରାଜଙ୍କ ଅକାଳ ବିୟୋଗ ଦେଶ ପାଇଁ ଅପୂରଣୀୟ କ୍ଷତି । ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ ବଡ କ୍ଷତି । ଜଣେ ଉତ୍ତମ ପ୍ରଶାସକ, ପ୍ରତିଭାବାନ ସାଂସଦ ତଥା ବିଚକ୍ଷଣ ବକ୍ତା ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons