ଭୁବନେଶ୍ୱର,(ବି.ବି.ବ୍ୟୁରୋ):ପ୍ରମୁଖ ପୋଷାକ ସୋ’ରୁମ୍ ‘ଏମ୍ ବଜାର’ ପକ୍ଷରୁ ଆରମ୍ଭ ହୋଇଛି ‘ରଜରେ ସଜ’ ଅଫର । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଏହାର ଷ୍ଟୋରଗୁଡିକରେ ଗ୍ରାହକ ଏହା ଜରିଆରେ ଆକର୍ଷଣୀୟ ଅଫର ଏବଂ ଲକି ଡ୍ର ସ୍କିମ୍ର ଲାଭ ଉଠାଇପାରିବେ ।
କମ୍ପାନି ପକ୍ଷରୁ ପ୍ରକାଶ ଯେ, ଜଣେ ଗ୍ରାହକ ୫୦୦ ଟଙ୍କାର ସାମଗ୍ରୀ କ୍ରୟ କରି ଲକି ଡ୍ର କୁପନ ଜରିଆରେ ବାଇକ୍, ରେଫ୍ରିଜରେଟର, ୱାସିଂ ମେସିନ୍ ଓ ଏଲ୍ସିଡି ଆଦିର ଭାଗ୍ୟଶାଳୀ ବିଜେତା ହୋଇପାରିବେ । ଏହାଛଡା ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ଯେପରି ୩୦୦୦ ଟଙ୍କାର କ୍ରୟ ଉପରେ ଲଞ୍ଚ୍ ବକ୍ସ ମାଗଣା, ୫୦୦୦ ଟଙ୍କାର କ୍ରୟରେ ଡିନରସେଟ୍ ମାଗଣା, ୧୦ ହଜାର ଟଙ୍କାର କ୍ରୟରେ ଇଣ୍ଡକ୍ସନ ମାଗଣା, ୧୫୦୦୦ ଟଙ୍କାର କ୍ରୟରେ ଟ୍ରଲି ବ୍ୟାଗ୍ ମାଗଣା ମିଳୁଛି । ଏମ୍ ବଜାରର ଭଦ୍ରକସ୍ଥିତ ନୂଆ ବଜାର ସୋ’ରୁମ୍ରେ ୫୦୦ ଟଙ୍କାର ସାମଗ୍ରୀ କ୍ରୟ ଉପରେ ଲକି ଡ୍ର ବ୍ୟବସ୍ଥା ଥିବାବେଳେ ପ୍ରତ୍ୟେକ କ୍ରୟ ଉପରେ ଫ୍ଲାଟ୍ ୫୦ଧ ରିହାତି ରହିଥିବା ସୋ’ରୁମ୍ ପକ୍ଷରୁ ପ୍ରକାଶ ।
Comments are closed, but trackbacks and pingbacks are open.