ଏସ୍ଟିଏଫ ଡିଆଇଜି ଦାୟିତ୍ୱରେ ଜୟ ନାରାୟଣ ପଙ୍କଜ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଜି ଠାରୁ ଏସ୍ଟିଏଫ୍୍ର ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୟ ନାରାୟଣ ପଙ୍ଗଜ । ଶ୍ରୀ ପଙ୍କଜ କେନ୍ଦୁଝର ଏସ୍ପି ଦାୟିତ୍ୱରେ ଥିବା ସମୟରେ ସେଠାରେ ଭଲ କାମ କରି ପ୍ରସଂଶିତ ହୋଇଥିଲେ । ଏସ୍ଟିଏଫ୍ରେ କାର୍ଯ୍ୟଭାର ନେବା ପରେ ସେ ଆଜି ବିଭାଗୀୟ କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons