ଓଡ଼ିଶାର ରେଡିଓ ନମସ୍କାରକୁ ମିଳିଲା ୩ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଜାତୀୟ ଗୋÂୀ ବେତାର ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏହି ସମ୍ମିଳନୀ ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାବେଦକରଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି । ସାରା ଦେଶରୁ ୨୫୦ ଗୋÂୀ ବେତାର କେନ୍ଦ୍ର ଏହି ସମ୍ମିଳନୀରେ ଯୋଗଦେଇଥିବା ବେଳେ ଓଡ଼ିଶାର ପ୍ରଥମ ଗୋÂୀ ବେତାର କେନ୍ଦ୍ର ରେଡିଓ ନମସ୍କାର ୩ଟି ବିଭାଗରେ ସମ୍ମାନିତ ହୋଇଛି । ରେଡିଓ ନମସ୍କାରର ଯୁବ ସଂଯୋଜକ ଅନ୍ଦାଜ ଆରନ ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାବେଦକରଙ୍କଠାରୁ ସମ୍ମାନ ଫଳକ ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ରେଡିଓ ନମସ୍କାର ଶ୍ରୋତା ଓ ପରିଚାଳନା ମଣ୍ଡଳୀକୁ ଏହି ସମ୍ମାନର ଶ୍ରେୟ ଦେଇଛନ୍ତି ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ.ଏ ଶାହା ଅନସାରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons