ରାଉରକେଲା,(ବି.ବି.ନୁ୍ୟଜ୍): ଲାଠିକଟା ଅଞ୍ଚଳରେ ଆଜିକୁ ଦୀର୍ଘ ଦିନ ହେଲା ବନ୍ଦ ପଡ଼ିଥିବା ଓରିଣ୍ଡ କାରଖାନାରୁ ପାଣି ମଟର ଚୋରି କରିବା ଅଭିଯୋଗରେ ରଘୁନାଥପାଲୀ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଲାଠିକଟା ଅଞ୍ଚଳର ମହମ୍ମଦ ମିରାଜ ଖାନ୍ ଓ ଦେଓଗାଁ ଅଞ୍ଚଳର ପ୍ରଭାକର ବିଶୋଇ । ସେମାନଙ୍କ ପାଖରୁ ପୁଲିସ୍ ୪୧ଟି ପାଣି ମଟର ଜବତ କରିଛି ।


Comments are closed, but trackbacks and pingbacks are open.