ଓଲଟିଲା ରାଉରକେଲାରୁ ପୋଲସରା ଯାଉଥିବା ବସ୍‌ -୧୨ ଆହତ

Get real time updates directly on you device, subscribe now.

ସୁନ୍ଦରଗଡ: ରାଉରକେଲାରୁ ପୋଲସରା ଯାଉଥିବା ମା ବରାଳ ଦେବୀ ବସ୍‌ ଓଲଟି ପଡିଛି । ସୁନ୍ଦରଗଡର ବିରିଙ୍ଗିଟୋଲି ନିକଟରେ ଏହି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ମଟର ସାଇକେଲ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।
ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons