ଓ୍ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ ଜିତିଲା ଭାରତ

Get real time updates directly on you device, subscribe now.

ହାଇଦ୍ରାବାଦ : ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଟି ଟ୍ୱେଣ୍ଟି ମ୍ୟାଚକୁ ଭାରତ ଜିତିଛି । ଭାରତ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଓ୍ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟ୍‌ ହରାଇ ୨୦୭ ରନ୍‌ କରିଥିଲା । ପରେ ଭାରତ ୪ ଓ୍ୱିକେଟ୍‌ ହରାଇ ୨୦୯ ରନ୍‌ କରି ଏହ ମ୍ୟାଚ ଜିତିଛି । ଭାରତ ୧୮.୪ ଓଭର୍‌ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ଭାରତ ପକ୍ଷରୁ ସର୍ବାଧିକ ରନ୍‌ ବିରାଟ କୋହଲି ୯୪ ରନ୍‌ କରିଥିବା ବେଳେ ଲୋକେଶ ରାହଲ ୬୨ ରନ୍ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons