କଟକଣାକୁ ଉଲ୍ଲଂଘନ: ୩ ଦୋକାନ ସିଲ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ସହରରେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରିବା ଘଟଣାର ସହରର ୩ଟି ଦୋକାନକୁ ସିଲ୍ କରାଯାଇଛି । ସେଭଳି ଅମାନିଆଙ୍କଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ନବରଙ୍ଗପୁର ଥାନା ଅଧିକାରୀ ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ଉ କରି ଦୋକାନକୁ ସିଲ୍ କରିବା ସହ ଜରିମାନା ଆଦାୟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons