କନ୍ଦରପୁର ମହାନଦୀ ଘାଟରେ କୁମ୍ଭୀର ଆତଙ୍କ

Get real time updates directly on you device, subscribe now.

କନ୍ଦରପୁର: ମହାନଦୀ ବନ୍ୟା ପାଣିରେ ଏକ କୁମ୍ଭୀର ଆସିଥିବା ଦେଖିବାକୁ ମିଳିଛି । ଏହି କୁମ୍ଭୀରଟିକୁ ଆଠଗଡ ବ୍ଲକ୍ କନ୍ଦରପୁର ମହାନଦୀ ଘାଟରେ ସ୍ଥାନୀୟ ଗ୍ରାମବାସୀ ଦେଖିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । କନ୍ଦରପୁର ଘାଟ ନିକଟରେ କୁମ୍ଭୀରଟି ପାଣିରେ ମୁଣ୍ଡ ଟେକୁଥିବାର ଦେକିଥିଲେ ଗ୍ରାମବାସୀ । ମହାନଦୀ ବନ୍ୟା ଜଳରେ କୁମ୍ଭୀରଟି ସାତକୋଶିଆରୁ ପଳାଇ ଆସିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons