କରୋନା କଟକଣା : ଅନୁଗୁଳରେ ଜୋରଦାର ଚେକିଂ, ଗାଡି ଜବତ ସହ ୨୪ଜଣଙ୍କ ନାଁରେ ମାମଲା

Get real time updates directly on you device, subscribe now.

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଲକ୍ ଡାଉନ ପାଇଁ ଜୋରଦାର ଚେକିଂ। ଏହା ସତ୍ଵେ କିଛି ଚାଳକ ବାଇକରେ ବୁଲୁଥିବାରୁ ୧୦ଟି ବାଇକ ଜବତ କରିଛି ପୋଲିସ। ଏହା ସହ ୨୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଅନଗୁଳ ପୋଲିସ।
ଜରପଡା ଥାନାରେ ୨ ଟି ବାଇକ ସହ ୨ ଜଣଙ୍କୁ, ଅନଗୁଳ ଥାନାରେ ୬ଟି ବାଇକ ସହ ୧୫ଜଣକୁ, ବଅଁରପାଳରେ ଗୋଟିଏ ବାଇକ ସହ ୫ଜଣକୁ ପାଲଲହଡାରେ ଗୋଟିଏ ବାଇକ ସହ ୨ଜଣକ ନାଁରେ ମାମଲା ରୁଜୁ ହୋଇଛି। ସକାଳୁ ସକାଳୁ ବିଭିନ୍ନ ଜାଗାରେ ପୋଲିସ ଲକ ଡାଉନ ନିୟମକୁ କଡା କଡ଼ି କରି ଚେକିଂ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons