କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ !

Get real time updates directly on you device, subscribe now.

ଜଳେଶ୍ୱର : ରାସ୍ତା କଡରେ ପଡିଛି ମୃତଦେହ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟି ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ପଡିରହିଛି ମୃତଦେହ । ମୃତକଙ୍କ ନାମ ଜିତେନ ମିସ୍ତ୍ରୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ଜିତେନ ମିସ୍ତ୍ରୀଙ୍କ ମୃତଦେହ ପଡିରହିଛି । ଜିତେନ ସ୍ଥାନୀୟ ଅଞ୍ଚଳରେ ପାଇଖାନା ସଫେଇ କାମ କରିଥାନ୍ତି । ତାଙ୍କର ମୃତ୍ୟୁ କିପରି ହେଲା, ତାହ ବର୍ତ୍ତମାନ ପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons