କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ, ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

Get real time updates directly on you device, subscribe now.

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଭବାନୀପାଟଣା ରିଜର୍ଭ ପୋଲିସ ଅଫିସରେ ସମୀକ୍ଷା ବୈଠକ ଜାରି ରହିଛି । ଲକ୍‌ଡାଉନ୍‌ ସମୟରେ ଜିଲ୍ଲାରେ କରୋନା ସ୍ଥିତି ନେଇ ସମୀକ୍ଷା କରାଯାଉଛି । ବୈଠକରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଞ୍ଚନ୍ତି ।
ଶୁକ୍ରବାର ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କଳାହାଣ୍ଡ ଗସ୍ତରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ କରେନା ସ୍ଥିତି ନେଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ କଳାହାଣ୍ଡିର କିଛି ଅଞ୍ଚଳରେ କଡାକଡି ଭାବେ ଲକ୍‌ଡାଉନ୍‌ ନିୟମକୁ ପାଳନ କରାଯାଉଛି । ତେବେ ଲକ୍‌ଡାଉନ୍‌ ସମୟରେ ଜିଲ୍ଲାର ଆନଶୃଙ୍ଖଳ ପରିସ୍ଥିତି କିଭଳି ଚାଲିଛି । ସେନେଇ ଭବାନୀପାଟଣା ରିଜର୍ଭ ଅପିସରେ ସମୀକ୍ଷା ବୈଠକ ଜାରି ରହିଛି । ତେବେ ଏହି ବୈଠକରେ ପଶ୍ଚିମ-ଦକ୍ଷିଣାଞ୍ଚଳ ଊଓଏ ଓ କଳାହାଣ୍ଡି ଝଚଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons