ମାଲକାନଗିରି: ଆଜି ଅପରାହ୍ନରେ କାଲିମେଳା ପଡିଆ ରାସ୍ତାରେ ଏକ ଟ୍ରକ ଓଲଟିପଡିଛି ।ଟ୍ରକଟି ଦୁର୍ଘଟଣାଗସ୍ତ ହୋଇ ରାସ୍ତାକଡରେ ପଡିଥିଲେ ମଧ୍ୟ ସେଠାରେ କେହି ନଥିବାରୁ ପାଖଗ୍ରାମ ବାସୀମାନେ କାଲିମେଳା ଥାନାକୁ ଏ ସଂପର୍କରେ ଜଣାବାରୁ ପୁଲିସ ଧଟଣାସ୍ଥଳରେ ପହଁଚି ଟ୍ରକଟିକୁ ଜବତ କରିଛନ୍ତି । ଟ୍ରକଟିରେ କି ମାଲ ଭରପୁର ହୋଇ ରହିଛି , ଏହା କେଉଁଠାରୁ ଆସିଥିଲା କେଉଁଠିକୁ ଯାଉଥିଲା ତାହା ସ୍ପଷ୍ଟ ଜଣାପଡି ନଥିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.