କାଶ୍ମୀରର ସମ୍ପୂର୍ଣ୍ଣ ମିଶ୍ରଣ ପାଇଁ ଅପେକ୍ଷା କରିଥିଲେ

Get real time updates directly on you device, subscribe now.

ସୁଷମା ନିଜ ଜୀବନର ଶେଷ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ସେଥିରେ ଲେଖିଥିଲେ କି ଧାରା ୩୭୦କୁ ହଟାଯାଇଥିବାରୁ ଆପଣଙ୍କୁ ଶୁଭେଚ୍ଛା । ମୋ ଜୀବନକାଳ ମଧ୍ୟରେ ଏଇଦିନ ଦେଖିବାକୁ ମୁଁ ଅପେକ୍ଷା କରିଥିଲି । ଏହି ଟ୍ୱିଟ୍ କରିବାର ୩ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ଜମ୍ମୁ-କାଶ୍ମୀରକୁ ଭାରତ ସହ ସମ୍ପୂର୍ଣ୍ଣ ମିଶିଥିବାର ଦେଖିବା ପାଇଁ ସେ କେତେ ବ୍ୟାକୁଳ ଥିଲେ ତାହା ଅନୁମେୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons