କେନ୍ଦ୍ରମନ୍ତ୍ରୀଙ୍କୁ ରଘୁନାଥ ମହାପାତ୍ର ଦେଲେ ଲକ୍ଷ୍ମୀଙ୍କ ପୂର୍ଣ୍ଣ ମୂର୍ତ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଓଡ଼ିଆ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମା ଲକ୍ଷ୍ମୀଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ଓଡ଼ିଶାର ଅନ୍ୟାନ୍ୟ ସାଂସଦମାନଙ୍କ ସହ ଏହି ମୂର୍ତ୍ତି ପ୍ରଦାନ ସମୟରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons