କେନ୍ଦ୍ରମନ୍ତ୍ରୀ ବିଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

Get real time updates directly on you device, subscribe now.

ସୁଷମାଜୀଙ୍କ ଅକାଳ ବିୟୋଗକୁ ମୁଁ ଗ୍ରହଣ କରିପାରୁନି । ସେ ବଡ଼ଭଉଣୀ ପରି ସବୁବେଳେ ମୋର ମାର୍ଗଦର୍ଶନ କରି ଆସୁଥିଲେ । ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ଏହା ମୋ ପାଇଁ ବଡ଼ କ୍ଷତି । ରାଷ୍ଟ୍ର ଜଣେ ଭଲ ମଣିଷ ତଥା ନେତ୍ରୀଙ୍କୁ ହରାଇଲା । ବିଶ୍ୱଦରବାରେ ଭାରତରକୁ ସ୍ୱରକୁ ବିଭିନ୍ନ ସମୟରେ ଉତ୍ଥାପନ କରିଆସୁଥିଲେ ସୁଷମାଜୀ । ମାନବିକତା ଦୃଷ୍ଟିକୋଣରୁ ସେ ଜଣେ ମା’ ଏବଂ ଭାଷାରେ ଲୌହମାନବୀର ପରିଚୟ ଦେଇ ନାରୀଶକ୍ତିର ପ୍ରତୀକ ଭାବେ ଅନ୍ୟମାନଙ୍କୁ ପ୍ରେରିତ କରି ଆସିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons