କ୍ରସର ବେଲ୍ଟ ବଦଳାଉଥିବା ବେଳେ ଅଘଟଣ

Get real time updates directly on you device, subscribe now.

କଳାହାଣ୍ଡି: କ୍ରସର ବେଲ୍ଟ ବଦଳାଉଥିବା ବେଳେ ଅଘଟଣ । କଳାହାଣ୍ଡି କେସିଙ୍ଗା ଥାନା ଅନ୍ତର୍ଗତ ସିଂଝରଣ ପଥର କ୍ରସରରେ ଏହି ଘଟଣା ଘଟିଛି । କିନେରକେଲା ଗାଁର ମୋହନ ବାଗ ନାମକ ବ୍ୟକ୍ତିଙ୍କର ଡାହାଣ ହାତ ସମ୍ପୂର୍ଣ୍ଣ କଟିଯାଇଛି ।
କ୍ରସର ବେଲଟ ବଦଳାଉଥିବା ବେଳେ କ୍ରସରରେ ପଡି ଯାଇ ହାତ କଟି ଥିବା ପୋଲିସ ସୁଚନା ଦେଇଛି । ଗୁରୁତର ଅବସ୍ଥାରେ ମୋହନଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons