ଖାଇବାକୁ ନାହିଁ, ଫେରାଇ ନେବାକୁ ନିବେଦନ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ସୋରଡ଼ାର ୧୦ ଜଣ ଶ୍ରମିକ ଲକ୍ଡାଉନ୍ ଯୋଗୁ ଚେନ୍ନାଇ ତ୍ରିବୁଲର ଜିଲ୍ଲାର ମନୁରପାପରବକମ୍ରେ ଫସି ରହିଛନ୍ତି । ସେଠାକାର ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଥିସହ ସେମାନେ ଭୋକ ଉପବାସରେ ଥିବା କହିଛନ୍ତି । ଏମିତି ସେମାନେ ରହୁଥିବା କୁଡ଼ିଆରେ ବିଦୁ୍ୟତ୍ ସଂଯୋଗ ନଥିବାରୁ ଅନ୍ଧାରରେ ରହୁଛନ୍ତି । ତେଣୁ ସେମାନେ ନିଜ ଭିଟାମାଟିକୁ ଆସିବା ପାଇଁ ଏକ ଭିଡିଓ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଗତ ୨ ବର୍ଷ ହେବ ଶ୍ରମିକମାନେ ସେଠାରେ କାମ କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons