ଖିମ୍ଜୀ ଅଟୋମୋବାଇଲ୍ସରେ ବୁଲେଟ୍ ଏକ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ପ୍ରମୁଖ ବାଇକ୍ ନିର୍ମାତା ରୟାଲ ଏନ୍ଫିଲ୍ଡର ନୂଆ ୩୫୦ସିସି ବାଇକ୍ ବୁଲେଟ୍ ଏକ୍ସ ଏବେ ଖିମ୍ଜୀ ଅଟୋମୋବାଇଲ୍ସରେ ଉପଲବ୍ଧ । ଏହି ନୂଆ ବୁଲେଟ୍ ୩ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ । ସିଙ୍ଗଲ ଚାନେଲ ଏବିଏସ୍ ସିଷ୍ଟମ୍ୟୁକ୍ତ ଏହି ନୂଆ ବୁଲେଟ୍ ଏକ୍ସ ଉପରେ ଗଣେଶ ପୂଜା ଉପଲକ୍ଷେ ଏକ୍ସଚେଞ୍ଜ ସୁବିଧା ପ୍ରଦାନ କରାଯାଉଛି । ଗ୍ରାହକ ମାତ୍ର ୯୯୯୯ ଟଙ୍କା ଡାଉନ୍ପେମେଣ୍ଟରେ ଏହାକୁ କିଣିପାରିବେ ।
ରୟାଲ ଏନ୍ଫିଲ୍ଡର ସମସ୍ତ ବର୍ଗର ବାଇକ୍ଗୁଡିକ ଏବେ ଖିମ୍ଜୀ ଅଟୋମୋବାଇଲ୍ସର ଫୁଲନଖରା, ଜଗତସିଂହପୁର ଓ ସାଲେପୁରସ୍ଥିତ ସୋ’ରୁମ୍ରେ ଉପଲବ୍ଧ । ଏଠାରେ ଗ୍ରାହକ ସେଲ୍ସ ଏବଂ ସର୍ଭିସ ସୁବିଧା ପାଇପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons