ପୁରୀ,(ବି.ବି.ନୁ୍ୟଜ୍): କରୋନା କଟକରା ଯୋଗୁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜିତ ହେଉଛି । ଛେରା ପହଁରା ନିମନ୍ତେ ଗଜପତି ମହାରାଜା ଆସିବାର ବିଧି ଥିଲେ ମଧ୍ୟ ସେ ଆସି ନ ଥିବା ଜଣାଯାଇଛି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଭାବେ ଛେରାପହଁରା କଲେ ମୁଦ୍ରିସ୍ତ । ମଇଲମ, ମେକାପ ସର୍ବାଙ୍ଗ , ନୂଆଲୁଗା ବେଶ ପରେ ଛେରାପହଁରା ସମ୍ପନ୍ନ ହୋଇଥିବା ଜଣାଯାଇଛି । ଆଜି (ଶନିବାର) ପବିତ୍ର ଜ୍ୟେÂ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀରେ ଆଧ୍ୟାତ୍ମିକୀୟ ହୋଇ ଶ୍ରୀକ୍ଷେତ୍ର ପରିବେଶ । ତେବେ କରୋନା କଟକଣା ପାଇଁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ହେଉଛି ସ୍ନାନଯାତ୍ରା ।


Comments are closed, but trackbacks and pingbacks are open.