ଗାଁ ପରିଦର୍ଶନ କଲେ ୫ଟି ସଚିବ ଭି.କେ. ପାଣ୍ଡିଆନ

Get real time updates directly on you device, subscribe now.

ସତ୍ୟବାଦୀ : ପୁରୀ ସତ୍ୟବାଦୀ ସୁଆଣ୍ଡୋ ଗାଁ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ କରିଛନ୍ତି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ମଧ୍ୟ ବୁଲି ଦେଖିଛନ୍ତି ୫ଟି ସଚିବ । ତାଙ୍କ ସହିତ ପୁରୀ ଜିଲ୍ଲାପାଳ ମଧ୍ୟ ସୁଆଣ୍ଡୋ ପରିଦର୍ଶନ କରିଛନ୍ତି ।
ବିଶେଷକରି ସୁଆଣ୍ଡୋର ବିକାଶ ନେଇ ବିଭିନ୍ନ ସମୟରେ ଦାବୀ ହୋଇ ଆସୁଥିବା ବେଳେ ୫ଟି ସଚିବଙ୍କର ସୁଆଣ୍ଡୋକୁ ଅଚାନକ ଗସ୍ତ ସୁଆଣ୍ଡୋ ବାସୀଙ୍କ ମନରେ ଆଶା ସଂଞ୍ଚାର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons