ରାୟଗଡା,(ଆଲୋକ ମହାରଣା): ଗୁମ୍ମା ଘାଟିରେ ଶ୍ରମକ ନେଇ ଯାଉଥିବା ବସ୍ ଦୁର୍ଘଟଣାରେ ୨୨ ଜଣ ବିହାରୀ ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ଅଶୋକ କଲ୍ୟାଣ ମଣ୍ଡପରେ ରଖାଯାଇଥିଲା । ସେମାନେ ସୁସ୍ଥ ହେବାପରେ ତାଙ୍କ ରାଜ୍ୟ ବିହାରକୁ ଖାଇବା, ପିଇବା ବ୍ୟବସ୍ଥା କରିବଂ ସହ ତିନିଟି ବୋଲେରୋ ଗାଡିରେ ଜିଲ୍ଲା ପ୍ରଶାସନ ଓ ଡିଏଲ୍ସି ଅଫିସ କର୍ମଚାରୀ ଡିଏଲ୍ଓ ଜସ୍ମିନ ସାହୁ, ଏଏଲ୍ଓ ସି.ଟୁଡୁ, ବି. ମଲ୍ଲିକ, ଏସ୍ ପଣ୍ଡାଙ୍କ ସହଯୋଗରେ ବୁଧବାର ସକାଳ ୬ଟା ସମୟରେ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.