ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ୧୯୮୫ ବ୍ୟାଟ୍ର ବରିଷ୍ଠ ଆଇଏଏସ୍ ହେଉଛନ୍ତି ଗଗନ ଧଳ। ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ୟରତ ଥିଲେ ।
ସୂଚନା ଅନୁସାରେ ,ଗଗନ ଧଳଙ୍କ ଜାଗାରେ କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତଙ୍କୁ ନିଯୁକ୍ତି ମିଳିଛି। ୨୦୨୦ରେ ଅବସର ନେଇଥାନ୍ତେ ଗଗନ ଧଳ ।
Comments are closed, but trackbacks and pingbacks are open.