ରାୟପୁର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ୭୪ ବର୍ଷ ବୟସରେ ନିଧନ ହୋଇଛି ଜ୍ଝ ହୃଦଘାତରେ ଆକ୍ରାନ୍ତ ହେବାପରେ ସେ ରାୟପୁର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଜ୍ଝ ଅଜିତ ଯୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ଜ୍ଝ ସେ ଗତ ୧୫ ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଜ୍ଝ ତାଙ୍କର ମାନସିକ ଗତିବିଧି ମଧ୍ୟ ବହୁତ କମ ଥିଲା ଜ୍ଝ ପାଖାପାଖି ୨୦ ଦିନ ହେଲା ସେ କୋମାରେ ଥିଲେ ଜ୍ଝ ଗତ ୯ ତାରିଖ ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା ଜ୍ଝ ବୁଧବାର ପୁଣିଥରେ ତାଙ୍କୁ ହୃଦଘାତ ହୋଇଥିଲା ଜ୍ଝ ଫଳରେ ଗୁରୁବାର ଦିନ ପରିବାରର ଅନୁମତିକ୍ରମେ ତାଙ୍କୁ ଏକ ବିଶେଷ ଇଞ୍ଜେକ୍ସନ ଦିଆଯାଇଥିଲା ଜ୍ଝ
ମେ ୯ ତାରିଖରେ ଅଜିତ ଯୋଗୀ ତାଙ୍କ ଘର ବଗିଚାରେ ବୁଲୁଥିବା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା ଜ୍ଝ ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁର ଦେବେନ୍ଦ୍ର ନଗର ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଜ୍ଝ ସେହିଦିନ ଠାରୁ ଅଜିତ ଯୋଗୀଙ୍କ ସ୍ଥିତି ଗମ୍ଭୀର ରହିଛି ଜ୍ଝ ଗତ ୧୫ ଦିନ ହେଲା ସେ କୋମାରେ ଅଛନ୍ତି ଜ୍ଝ ଦେଶର ବିଭିନ୍ନ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ସହ କନଫରେନସିଂ ଜରିଆରେ ଆଲୋଚନା କରି ତାଙ୍କର ଉପଚାର କରାଯାଉଛି ଜ୍ଝ ସେ ଗତ ୧୫ ଦିନ ଦେଲା ଭେଣ୍ଟିଲେଟରରେ ଅଛନ୍ତି ଜ୍ଝ ତାଙ୍କ ବ୍ରେନକୁ ଆକ୍ଟିଭ କରିବା ପାଇଁ ତାଙ୍କୁ ମ୍ୟୁଜିକ ଥେରାପି ମଧ୍ୟ ଦିଆଯାଉଛି ଜ୍ଝ
Comments are closed, but trackbacks and pingbacks are open.