ଜଟିଆବାବା ପାହାଡରୁ ଖସିଲା ପଥର, ଗୁରୁତର ୬ଶିବ ଭକ୍ତଙ୍କ ମଧ୍ୟରେ ଦୁଇ ଶିଶୁ

Get real time updates directly on you device, subscribe now.

ରାଉରକେଲା : ଶିବରାତ୍ରିରେ ଅଘଟଣ । ପାହାଡରୁ ପଥର ଖସି ୬ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନା କନ୍ଦରକେଲା ସ୍ଥିତ ଜଟିଆବାବା ପାହାଡରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି । ପାହାଡ ଉପରେ ଥିବା ଜଟିଆ ବାବା ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ସମୟରେ ପାହାଡରୁ ପଥର ଖସିପଡିଛି । ଫଳରେ ୬ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ ବର୍ଷର ଶିଶୁ , ୧୨ବର୍ଷର ନାବାଳିକା , ୧୧ବର୍ଷର ନାବାଳିକା ସହ ୨ ମହିଳା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons