ଜଳିଗଲା ତେଲ ଟ୍ୟାଙ୍କର

Get real time updates directly on you device, subscribe now.

ଟାଙ୍ଗୀ: ଜଳିଗଲା ତେଲ ଟ୍ୟାଙ୍କର । ୧୬ ନମ୍ବର ଜାତୀୟ ରାଜପଥ ବାଇପାସ୍ ଛକ ନିକଟରେ ଗାଡିରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ଅନ୍ୟ ଟ୍ରକ ସହ ଧକ୍କା ହେବା ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ଟାଙ୍କୀ ଅଗ୍ନିଶମ ବାହିନୀ ।
ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପାରାଦୀପରୁ ଏହି ତେଲ ଟ୍ୟାଙ୍କର ବ୍ରହ୍ମପୁର ଯାଉଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons