ଜଳିଗଲା ଲୁଗା ଦୋକାନ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ସହରର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଜୈନ ଗାର୍ମେଣ୍ଟସ ଦୋକାନରେ ମଙ୍ଗଳବାର ସନ୍ଧ୍ୟାରେ ନିଅାଁ ଲାଗି ଲକ୍ଷାଧିକ ଟଙ୍କାର ପୋଷାକ ଜଳିଯାଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ବିଦୁ୍ୟତ ସର୍ଟ ସର୍କିଟରୁ ହୋଇଥିବା ସନେ୍ଦହ କରାଯାଉଛି । ସନ୍ଧ୍ୟା ପ୍ରାୟ ସାଢେ ୫ ଟାରେ ଦୋକାନର ଉପର ମହଲାରୁ ଧୂଅାଁ ବାହାରୁଥିବା ଲୋକେ ଦେଖିଥିଲେ । ତୁରନ୍ତ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ୩ଟି ଗାଡି ସହ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଦୀର୍ଘ ସମୟ ପରିଶ୍ରମ ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons