ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ଉ: ୯ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର : ସାରାଦେଶରେ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି । ତଥାପି ଏହି ସମୟରେ ଜୁଆ ଆଡ୍ଡା ଜାରି ରହିଛି । ତେବେ ପୋଲିସ ଖବର ପାଇ ଚାମଖଣ୍ଡୀ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ପୋଲିସ ଚଢାଉ କରି ସେମାନଙ୍କ ନିକଟରୁ ନଗଦ ୮୫,୫୦୦ ଟଙ୍କା , ୧୭ଟି ମୋଟରସାଇକେଲ, ୧୦ଟି ମୋବାଇଲ୍ ଫୋନ୍ ଜବତ କରିଛି । ଜୁଆ ଆଡ୍ଡାରେ ଚଢାଉ କରି ୯ଜଣ ମଧ୍ୟ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons