ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଅକାଳ ବିୟୋଗ ଶୁଣି ମର୍ମାହତ । ବିଭିନ୍ନ ପ୍ରସଙ୍ଗରେ ଦେଶକୁ ସେ ଯେଉଁ ଭଳି ଭାବେ ନେତୃତ୍ୱ ଦେଇଥିଲେ ସେଥିପାଇଁ ସର୍ବଦା ମନେରହିବେ । ବିଦେଶ ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟ ବେଶ ଉଲ୍ଲେଖନୀୟ ଥିଲା । ଏଭଳି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ସାହସ ଦିଅନ୍ତୁ ।

Comments are closed, but trackbacks and pingbacks are open.