ଡକାୟତି ଯୋଜନା କରୁଥିବା ବେଳେ ପାଞ୍ଚଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ

Get real time updates directly on you device, subscribe now.

ଭୁବନେଶ୍ବର : କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଦ୍ବାରା ପାଞ୍ଚ ଡକାୟତ ଗିରଫ ।ଡକାୟତଙ୍କ ନିକଟରୁ ବନ୍ଧୁକ ସହ ବିଭିନ୍ନ ମାରଣସ୍ତ୍ର ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ଡକାୟତି ଯୋଜନା କରୁଥିବା ସମୟରେ ପାଞ୍ଚଜଣ ଡକାୟତଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛି । ପୋଲିସ ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଗୁଳି ସହ ବିଭିନ୍ନ ମାରଣସ୍ତ୍ର ଜବତ କରିଛି । ବିଭିନ୍ନ ଡକାୟତି, ଲୁଟ୍ , ଛିନତାଇ ଭଳି ମାମଲାରେ ଏମାନଙ୍କ ହାତ ଥିବା ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons