ଡାବର ଚ୍ୟବନପ୍ରାସର ଶିଶୁ ସ୍ୱାସ୍ଥ୍ୟ ସଚେତନତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅନ୍ୟତମ ଆୟୁର୍ବେଦ ଉପôାଦ ‘ଡାବର ଚ୍ୟବନପ୍ରାସ’ ପକ୍ଷରୁ ଉପେକ୍ଷିତ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଏଥିରେ ବାରାଣସୀ ବିଏଚ୍ୟୁର ସ୍ୱର୍ଣ୍ଣ ପଦକ ବିଜେତା ତଥା ସାର ଗଙ୍ଗାରାମ ହସ୍ପିଟାଲର ବରିÂ ଆୟୁର୍ବେଦ କନ୍ସଲ୍ଟାଣ୍ଟ ଡ. ପରମେଶ୍ୱର ଅରୋରା କହିଛନ୍ତି, ଚ୍ୟବନପ୍ରାସ ପିଲାମାନଙ୍କୁ ନିତିଦିନିଆ ସଂକ୍ରମଣ ଓ ଆଲର୍ଜିରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ମୁଖ୍ୟତଃ ଶୀତଦିନେ ଲୋକମାନଙ୍କ ନିକଟରେ ଥଣ୍ଡା, କାଶ ଓ ଶ୍ୱାସ ସମସ୍ୟା ଦେଖାଦେଇଥାଏ । କିନ୍ତୁ ପ୍ରତିଦିନ ଚ୍ୟବନପ୍ରାସ ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଓ ନିତିଦିନିଆ ସଂକ୍ରମଣରୁ ଲୋକମାନଙ୍କୁ ସୁରକ୍ଷା ମିଳିଥାଏ ବୋଲି ଡ. ଅରୋରା କହିଛନ୍ତି । ଏ ଅବସରରେ ଡାବର ଇଣ୍ଡିଆ କର୍ପୋରେଟ୍ କମୁ୍ୟନିକେସନ ପ୍ରବନ୍ଧକ ଦୀନେଶ କୁମାର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons