ଡ୍ରଗ୍ସ ମାଫିଆ ଲିଙ୍କ୍‌ରେ ହାବିଲଦାର ଗିରଫ, ମାଫିଆଙ୍କୁ ଯୋଗାଉଥିଲା ସମସ୍ତ ତଥ୍ୟ

Get real time updates directly on you device, subscribe now.

ବାଲେଶ୍ବର: ଡ୍ରଗ୍ସ ମାଫିଆ ଲିଙ୍କ୍ ରେ ହାବିଲଦାର ଗିରଫ ହୋଇଛନ୍ତି । ବାଲେଶ୍ବରର ଜଣେ ହାବିଲଦାରଙ୍କୁ ଗିରଫ କରିଛି ଏସଟିଏଫ । ବ୍ରାଉନସୁଗାର ମାଫିଆ ସେକ୍ ରାଜାର ଲିଙ୍କ୍ ଅଭିଯୋଗରେ ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେ ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରହିଛନ୍ତି । ରଞ୍ଜନ ମାଫିଆମାନକୁ ପୋଲିସର ସମସ୍ତ ସବୁ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons