ତପ୍ତପାଣି ଘାଟିରେ ଓଲଟିଲା କଲେଜ୍‌ ବସ୍‌, ୨୦ ଆହତ

Get real time updates directly on you device, subscribe now.

ସାନଖେମୁଣ୍ତି: ତପ୍ତପାଣି ଘାଟିରେ ଓଲଟିଲା ବସ୍‌। ତପ୍ତପାଣି ଘାଟି ପାଳୁଖୋଳାରେ ବସ୍‌ ଦୁର୍ଘଟଣାଗ୍ରସ୍ତ। ଗଜପତିରୁ ୬୦ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ବର ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ ଓଲଟି ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବହେିନୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି। ତେବେ ବସ୍‌ଟି ହାଇଟେକ୍‌ କଲେଜ୍‌ର ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons